Browsing Category
ବ୍ୟବସାୟ
୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରି…
ନୂଆଦିଲ୍ଲୀ : କରୋନା ଭୂତାଣୁର ବଢୁଥିବା ମାମଲା ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା!-->…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଶହ କୋଟି ଦେଲା ଓଡ଼ିଶା ଖଣି…
ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ଉଦ୍ୟମକୁ ସହଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ଦେଲା!-->…
ଏଟିଏମ୍ ଉଠାଣ ଦେୟମୁକ୍ତ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ସାରା ଦେଶ ଲକ୍ଡାଉନ୍ରେ ଥିବା ବେଳେ ବହୁ ଟିକସ ତଥା ନିୟାମକ ଅନୁପାଳନ ନିୟମକୁ କୋହଳ କରିଛନ୍ତି!-->…
୧୫,୦୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୫,୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର!-->…
ୟୁନିଅନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ପାଣ୍ଠି
ପୁରୀ,(ବି.ବି.ନୁ୍ୟଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୀ ମୁଖ୍ୟ ଶାଖାରେ ଜମା ରହିବ । ଏହି!-->…
ୟେସ୍ ବ୍ୟାଙ୍କରୁ ଫେରିବ ମହାପ୍ରଭୁଙ୍କ ଜମା
ପୁରୀ,(ବି.ବି.ବୁ୍ୟରୋ): ଆସନ୍ତାକାଲି ୟେସ ବ୍ୟାଙ୍କରୁ ମହାପ୍ରଭୁଙ୍କ ଜମା ରାଶି ଫେରିବ । ଇ-ଟ୍ରାନ୍ସଫରରେ ୟୁକୋ ବ୍ୟାଙ୍କ ଆକାଉଣ୍ଟକୁ!-->…
ବସ୍କୁ ୭ ଲକ୍ଷ ୭ ହଜାର ଫାଇନ୍
ବୌଦ୍ଧ: ପରିବହନ ନିୟମ ଉଲଂଘନ ଅଭିଯୋଗରେ ବସ୍କୁ ହେଲା ଜରିମାନା। ପୁଣି ଏକ ଯାତ୍ରୀବାହୀ ଉପରେ ବଡ଼ ଫାଇନ ଲଗାଇଛନ୍ତି ପରିବହନ!-->…
କାଳିଆ ଟଙ୍କା ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ…
ପୁରୀ: ୟେସ ବ୍ୟାଙ୍କରୁ ୫୪୫ କୋଟି ଟଙ୍କା ଉଠାଇ ଆଣିବା ଲାଗି ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଚିଠି ଲେଖିଥିବା ବେଳେ!-->…
ଏସବିଆଇ ଗ୍ରାହକଙ୍କ ପାଇଁ ଆସିଲା ଖୁସିର ଖବର
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଏସବିଆଇରେ ଥିବା ସର୍ବନିମ୍ନ ଜମାରାଶି ନିୟମ!-->…
ୟେସ୍ ବ୍ୟାଙ୍କ ପ୍ରତିÂାତା ରାଣା କପୁର ଗିରଫ
ମୁମ୍ବାଇ: ୟେସ୍ ବ୍ୟାଙ୍କ ମାମଲାରେ ଏହାର ପ୍ରତିÂାତା ରାଣା କପୁରଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଶୁକ୍ରବାର ସନ୍ଧ୍ୟାରୁ ଲଗାତର ୩୦ ଘଣ୍ଟା!-->…

