Browsing Category
ବ୍ୟବସାୟ
ଅନୁମତି ନାହିଁ, ତଥାପି ଅଫ୍ଲାଇନ୍ରେ ଚାଲିଛି ଖୁଲମଖୁଲା ମଦ ବେପାର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କେବଳ ଅନଲାଇନ୍ରେ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଥିବା ବେଳେ ବହୁ ଦୋକାନୀ ଆଉ ପାଦେ ଆଗେଇ!-->…
କାଲିଠାରୁ ରାଜ୍ୟରେ ଗଡ଼ିବ ବସ୍, ଟ୍ୟାକ୍ସି, ଅଟୋ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ବସ୍ । ଏଥିସହ ଟ୍ୟାକ୍ସି, ଅଟୋ ଆଦି ମଧ୍ୟ ଯାତା୍ରତ କରିପାରିବ ।!-->…
ରାସ୍ତାକୁ ଓହ୍ଲାଇଲେ ମୋଟର କର୍ମଚାରୀ ସଙ୍ଘ
କଟକ: ଲକ୍ଡାଉନ୍ରେ ହାତ ବାନ୍ଧି ବସିଛନ୍ତି ବସ ମାଲିକ। କେବଳ ବସ୍ ମାଲିକ କ୍ଷତି ସହି ନାହାନ୍ତି, ତା ସହ ଡ୍ରାଇଭର, କଣ୍ଡକ୍ଟର ଏବଂ!-->…
ସାଢେ଼ ୧୨ଟାରୁ ବିମାନ ଟିକେଟ୍ ବୁକି ଆରମ୍ଭ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ିନ ୧୨ଟା ୩୦ରୁ ବିମାନ ଟିକେଟ ବୁକିଂ ଅରମ୍ଭ ହୋଇଛି । ଏୟାର ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା!-->…
କାଲିଠାରୁ କାଉଣ୍ଟରରେ ରିଜରଭେସନ ଟିକେଟ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ରିଜରଭେସନ ଟିକେଟ । ତେବେ କେତୋଟି କାଉଣ୍ଟର ଖୋଲିବ ସେ ନେି ଜୋନାଲ୍!-->…
ବାତ୍ୟା ଡ଼ର: ଆଳୁ ବଜାରରେ ଲାଗିଗଲା ନିଆଁଟ୍ଟ
କଟକ : ଆସୁଛି ବାତ୍ୟା ଅମ୍ଫାନ । ୧୯ ତାରିଖରୁ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ବାତ୍ୟା ପାଇଁ ବଜାରରୁ ଗାଏବ!-->…
୧୨ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମ୍: ଦୀଘା-ହାଟିଆ ମଧ୍ୟରେ…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗତିପଥ ବଦଳାଉଛି ବାତ୍ୟା ଅମ୍ଫାନ୍ । ବଙ୍ଗୋପସାଗରରେ ସିଭିୟର ସାଇକ୍ଳୋନିକ୍ ଷ୍ଟ୍ରମ୍ର ରୂପ ନେଇଥିବା!-->…
ସାଲେପୁରରେ ମାତିଛନ୍ତି ଚୋରା ତାର ବେପାରୀ
ସାଲେପୁର: ସାରା ବିଶ୍ୱରେ ଏବେ କୋରନା ଆତଙ୍କ ସୃଷ୍ଟି କରିଛି। ସେଥିପାଇଁ ଦେଶ ସହ ରାଜ୍ୟରେ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ତେଣୁ!-->…
ଭଦ୍ରକ: ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା
ଭଦ୍ରକ: କରୋନା ବେଳେ ନକଲି ଜର୍ଦ୍ଦା । ଦୋକାନ ବଜାର ସବୁ ବନ୍ଦ । କିନ୍ତୁ ତୃତୀୟ ପର୍ୟାୟ ଲକଡାଉନର କଟକଣା ଖୋଲିବା ପୂର୍ବରୁ ଆରମ୍ଭ!-->…
ଆସୁଛି ବାତ୍ୟା , ପ୍ରସ୍ତୁତି ଜୋରଦାର
ଭଦ୍ରକ: ଆସୁଛି ବାତ୍ୟା । ଏବେ ପ୍ରସ୍ତୁତି ଜୋରଦାର । ଭଦ୍ରକ ଜିଲ୍ଲା ବୁଲବୁଲ ଓ ଫନି ଭଳି ବାତ୍ୟାରେ ଦୁଇ ଦୁଇ ଥର ପ୍ରଭାବିତ ହୋଇଛି ।!-->…