Browsing Category
ସ୍ୱାସ୍ଥ୍ୟ
ଆଖି ବୁଜିଲେ କରୋନା ଆକ୍ରାନ୍ତ: ମୃତୁ୍ୟ ସଂଖ୍ୟା ୮ ଛୁଇଁଲା
ଭୁବନେଶ୍ୱର,(ବି.ବି.ନୁ୍ୟଜ୍): କରେନାରେ ଆକ୍ରାନ୍ତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ଜଣାଯାଇଛି ।!-->…
କ୍ୟାପିଟାଲ ହସ୍ପିଟାଲ କ୍ୟାଡିଓଲୋଜି ବିଭାଗକୁ ସମ୍ପ୍ରସାରଣ…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କ୍ୟାଡିଓଲୋଜି ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବ । ଏନେଇ!-->…
ରାଜଧାନୀରୁ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ: ଜଣେ ଏମ୍ସ…
ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜଧାନୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହେଲେ ଆୁ ୪ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା!-->…
ମହାରାଷ୍ଟ୍ରରେ ୨୫୦୦ରୁ ଊଦ୍ଧ୍ୱର୍ ପୁଲିସ ସଂକ୍ରମିତ
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ମହା-ସଙ୍କଟ ଭାବେ ଉଭା ହୋଇଛି । ରାଜ୍ୟରେ ସାଧାରଣ ଜନତାଙ୍କ ବ୍ୟତୀତ ଦୈନିକ ଅନେକ ସଂଖ୍ୟାରେ!-->…
ଦିନକରେ ବଢ଼ିଲେ ୧ ଲକ୍ଷ ୮ ହଜାର
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱର ୨୧୩ଟି ଦେଶକୁ କବଳିତ କରିଛି । ଗତ ୨୪ ଘଣ୍ଟାରେ ବିଶ୍ୱରେ ୧ ଲକ୍ଷ ୮ ହଜାର ୭୬୮ ନୂଆ ଆକ୍ରାନ୍ତ!-->…
ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ କରୋନା
କେନ୍ଦ୍ରାପଡ଼ା, (ବି.ବି.ବୁ୍ୟରୋ): କେନ୍ଦ୍ରାପଡ଼ା ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୮ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଅସ୍ଥାୟୀ!-->…
ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ: ୧୯ ଶହ ଟପିଲା ସଂଖ୍ୟା
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୧୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ!-->…
‘ରାଜ୍ୟରେ ଜୁନ୍ ୧୭ ତାରିଖରୁ ସ୍କୁଲ ଖୋଲିବ ନାହିଁ’
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରାଜ୍ୟରେ ଜୁନ୍ ୧୭ ତାରିଖରୁ ସ୍କୁଲ ଖୋଲିବ ନାହିଁ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଏହି!-->…
କରୋନା ଆକ୍ରାନ୍ତ ହେଲେ ୨ ନର୍ସ
ବାଲେଶ୍ୱର , (ବି.ବି.ନୁ୍ୟଜ୍): ବାଲେଶ୍ୱର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଥିବା ୨ ଜଣ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।!-->…
ଚିହ୍ନଟ ହେଲେ ୬୩ କରୋନା ଆକ୍ରାନ୍ତ, ୧୭ଶହ ଡେଇଁଲା ସଂଖ୍ୟା
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ!-->…