Browsing Category
ଦେଶବିଦେଶ
ଇସ୍ତଫା ଦେଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ବିଧିବଦ୍ଧ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୪ ପୃଷ୍ଠାର ଆବେଗଭରା ଚିଠି!-->!-->!-->…
କାଳିଆ ଯୋଜନାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ
ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ କାଳିଆ ଯୋଜନାର ବୈଧତାକୁ ଏବେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଛି । ଏହାକୁ!-->!-->!-->…
ମମତାଙ୍କ ବ୍ୟଙ୍ଗ ଫଟୋ ସେୟାର ମାମଲା: ପ.ବଙ୍ଗ ସରକାରଙ୍କୁô…
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବ୍ୟଙ୍ଗ କରି ସୋସିଆଲ୍ ମିଡିଆରେ ସେୟାର କରାଯାଇଥିବା ମାମଲାରେ!-->!-->!-->…
ଚିଟ୍-ଫଣ୍ଡ ସ୍କାମ: ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ
କୋଲକାତା: ଚିଟ୍-ଫଣ୍ଡ ସ୍କାମ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ( ସିବିଆଇ) ସୋମବାର ପଶ୍ଚିମବଙ୍ଗର ୨୨ଟି ସ୍ଥାନରେ ଚଢ଼ାଉ କରିଛି ।!-->!-->!-->…
ହଂକଂରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ
ହଂକଂ: ଗତ କିଛି ସପ୍ତାହ ଧରି ହଂକଂରେ ସାଧାରଣ ଲୋକଙ୍କ ଦ୍ୱାରା କରାଯାଉଥିବା ବିକ୍ଷୋଭ ପ୍ରଦର୍ଶନ ଥମିବାର ନାଁ ଧରୁନାହିଁ । ଆଜି!-->!-->!-->…
ମେହବୁବାଙ୍କ ଅଭିଯୋଗ:ଭାରତର ପରାଜୟ ପାଇଁ କମଳା ଜର୍ସି ଦାୟୀ
ନୂଆଦିଲ୍ଲୀ: ବିଶ୍ୱକପ କ୍ରିକେଟ ମ୍ୟାଚ୍ରେ ଗତକାଲି ଭାରତ ୩୧ ରନ୍ରେ ଇଂଲଣ୍ଡଠାରୁ ହାରିବା ଘଟଣାକୁ ନେଇ ଯେତିକି ଚର୍ଚ୍ଚା ଆରମ୍ଭ!-->!-->!-->…
କର୍ଣ୍ଣାଟକ ମେଣ୍ଟ ସରକାରକୁ ଝଟ୍କା: ଇସ୍ତଫା ଦେଲେ ୨ କଂଗ୍ରେସ…
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରକୁ ଶକ୍ତ ଝଟ୍କା ଲାଗିଛି । କଂଗ୍ରେସର ଦୁଇଜଣ ବିଧାୟକ ଆଜି ଇସ୍ତଫା!-->!-->!-->…
ଜମ୍ମୁ-କାଶ୍ମୀର ସଂରକ୍ଷଣ ବିଲ୍ ସଂସଦରେ ଗୃହୀତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୧୯ ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ୬ମାସ ବୃଦ୍ଧି ପ୍ରସ୍ତାବ ବିଲ୍ ସଂସଦରେ!-->!-->!-->…
ଘାଟିରୁ ବସ୍ ଖସି ୩୫ ମୃତ
କିସ୍ତୱାଡ଼: ଜମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲା କିଶୱାନ ନିକଟ ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଆଜି ସକାଳେ ଏକ ମିନିବସ୍!-->!-->!-->…
ଜୁଲାଇରୁ ପୃଥକ୍ ରାସ୍ତାରେ ଯିବେ ବେଜୋସ୍ ଦମ୍ପତି
ୱାସିଂଟନ: ଆଉ କିଛିଦିନ ମଧ୍ୟରେ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ପତ୍ନୀ ମ୍ୟାକେଞ୍ଜି ବେଜୋସ୍ ପରସ୍ପର ଠାରୁ ଅଲଗା ହୋଇ!-->!-->!-->…