Browsing Category
ଦେଶବିଦେଶ
ରୋଗୀଙ୍କ ସେବା କରୁଥିବା ନର୍ସ ଆଇସିୟୁରେ
ବ୍ରିଟେନର ୱେଷ୍ଟ ମିଡଲ୍ୟାଣ୍ଡ ଅନ୍ତର୍ଗତ ୱାଲସଲ ମାନୋର ହସ୍ପିଟାଲରେ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କରୁଥିବା ଜଣେ ୩୬!-->…
ଲକ୍ଡାଉନ୍ ଯଥେଷ୍ଟ ନୁହେଁ:ଡବ୍ଲୁ୍ୟଏଚ୍ଓ
କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସମ୍ପ୍ରତି ବିଭିନ୍ନ ଦେଶ ଲକ୍ଡାଉନ୍ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ତାଲାବନ୍ଦ । ଭାରତ ମଧ୍ୟ!-->…
କରୋନା କବଳରେ ୧୮୮ ଦେଶ
ଦିନକୁ ଦିନ କରୋନା ମହାମାରୀ ବିଶ୍ୱରେ କାୟା ମେଲାଇବାରେ ଲାଗିଛି । ରବିବାର ସୁଦ୍ଧା ବିଶ୍ୱର ୧୮୮ଟି ଦେଶକୁ ଏହା କବଳିତ କରିସାରିଛି ।!-->…
ଇଟାଲୀରେ ଗୋଟିଏ ଦିନରେ ୭୯୩ ମୃତ
କରୋନା ଭାଇରସ୍ ସଂକ୍ରମଣର ନୂଆ ଉପôତ୍ତିସ୍ଥଳ ପାଲଟିଛି ଇଟାଲୀ । ଇଟାଲୀରେ ଏପର୍ଯ୍ୟନ୍ତ ୫୩, ୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲା ବେଳେ!-->…
ଦୀର୍ଘ ଲଢେ଼ଇର ଅୟମାରମ୍ଭ: ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫୁ୍ୟ ଆହ୍ୱାନକୁ ଦେଶବାସୀ ସମର୍ଥନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ!-->…
ସମଗ୍ର ଦେଶ ପାଳିଲା ଜନତା କର୍ଫୁ୍ୟ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ (କୋଭିଡ୍-୧୯) ସଂକ୍ରମଣ ବଢ଼ିବାରେ ଲାଗିଛି । ରବିବାର ଆଉ କେତୋଟି ସଂକ୍ରମଣ ମାମଲା ସାମ୍ନାକୁ ଆସିବା!-->…
ବିଜେପିରେ ସାମିଲ ହେଲେ କଂଗ୍ରେସର ବିଦ୍ରୋହୀ ୨୧ ପୂର୍ବତନ…
ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ୧୨ ଦିନ ଧରି ଡେରା ପକାଇଥିବା କଂଗ୍ରେସର ବିଦ୍ରୋହୀ ୨୧ ପୂର୍ବତନ ବିଧାୟକ ଶନିବାର ବିଜେପିରେ ସାମିଲ!-->…
ଦିଲ୍ଲୀରେ ବଢୁଛି ବିଜେପି ନେତାଙ୍କ ଭିଡ, ଫେରିଲେ ମଧ୍ୟପ୍ରଦେଶ…
ନୂଆଦିଲ୍ଲୀ : କମଲ ନାଥଙ୍କ ଇସ୍ତଫା ସହ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରଙ୍କ ପତନ ହୋଇଛି। ରାଜ୍ୟରେ ସରକାର କ୍ଷମାତାରୁ ହଟିବା ପରେ!-->…
ଦିନକରେ ଦେଶରେ ୪୨ ନୂଆ ରୋଗୀ
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ (କୋଭିଡ୍-୧୯) ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶର ଆର୍ଥିକ!-->…
ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୋଷୀ
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣ-ବଳାକ୍ରାର ହତ୍ୟା ଘଟଣାର ୪ ଦୋଷୀ ଶୁକ୍ରବାର ସକାଳ ୫ଟା ୩୦ ସମୟରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ।!-->…

