Browsing Category
ଦେଶବିଦେଶ
ଜ୍ୟୋତିରାଦିତ୍ୟଙ୍କୁ ନେଇ ମୁହଁ ଖୋଲିଲେ ରାହୁଲ, କହିଲେ ବିଜେପିରେ…
ନୂଆଦିଲ୍ଲୀ : ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଜେପିରେ ଯୋଗଦେଇଛନ୍ତି। ତେବେ ସିନ୍ଧିଆ ପଦ୍ମ ଧରିବାର ଦିନକ ପରେ ମୁହଁ!-->…
ବ୍ୟକ୍ତିଗତ ହାଜର ଲାଗି ୨୨ ବିଧାୟକଙ୍କୁ ମଧ୍ୟପ୍ରଦେଶ ବାଚସ୍ପତିଙ୍କ…
ଭୋପାଲ : ମଧ୍ୟପ୍ରଦେଶ ରାଜନୀତିରେ ଗୁରୁବାର ନୂଆ ମୋଡ ଆସିଛି। ବିଧାନସଭା ବାଚସ୍ପତି ଏନ.ପି. ପ୍ରଜାପତି ଇସ୍ତଫା ଦେଇଥିବା ୨୨ କଂଗ୍ରେସ!-->…
ନିର୍ଭୟାଦୋଷୀ ପବନ ଗୁପ୍ତାକୁ ଜେଲରେ ମାରପିଟ୍ ଘଟଣା, ପରବର୍ତ୍ତି…
ନୂଆଦିଲ୍ଲୀ : ନିର୍ଭୟାକାଣ୍ଡର ଅନ୍ୟତମ ଦୋଷୀ ପବନ ଗୁପ୍ତା ଗତବର୍ଷ ତା ସହ ଜେଲରେ ହୋଇଥିବା ମାରପିଟ ନେଇ ଗୁରୁବାର ଦିଲ୍ଲୀର ଏକ କୋର୍ଟରେ!-->…
ରକ୍ତରେ ଭାସିଲା କମ୍ପାନୀ ବୋର୍ଡ୍ ମିଟିଂ, ୨ ଅଫିସରଙ୍କୁ ଗୁଳିକରି…
ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ଏକ କମ୍ପାନୀର ଜଣେ ବରିଷ୍ଠ ନିର୍ଦ୍ଦେଶକ ବୋର୍ଡ ମିଟିଂରେ!-->…
ଏସବିଆଇ ଗ୍ରାହକଙ୍କ ପାଇଁ ଆସିଲା ଖୁସିର ଖବର
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଏସବିଆଇରେ ଥିବା ସର୍ବନିମ୍ନ ଜମାରାଶି ନିୟମ!-->…
ହାତ ଛାଡ଼ି ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କଂଗ୍ରେସର ହେଭିୱେଟ୍ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ସହ ୧୮ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇ!-->…
କେରଳ, ଜମ୍ମୁ-କାଶ୍ମୀରରେ ସ୍କୁଲ ବନ୍ଦ
ନୂଆଦିଲ୍ଲୀ: କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ମହାମାରୀ ଆଖ୍ୟା ଦେଇଛି । ଯଦି କୌଣସି ଭାଇରସ ମଣିଷର ଅସୁସ୍ଥତା କିମ୍ବା!-->…
ବିହାରରେ ରକ୍ତର ହୋଲି, ୨ ଲୁଟେରାଙ୍କୁ ପିଟି ପିଟି ମାରିଦେଲେ
ସୀତାମଢୀ : ସାରା ଦେଶରେ ରଙ୍ଗର ପର୍ବ ହୋଲି ଧୁମ ଧାମରେ ପାଳିତ ହୋଇଛି। ତେବେ ବିହାର ସୀତାମଢି ଜିଲ୍ଲା ସୋନବରସାରେ ଲୋକେ ରକ୍ତରେ ହୋଲି!-->…
ୟେସ୍ ବ୍ୟାଙ୍କ ପ୍ରତିÂାତା ରାଣା କପୁର ଗିରଫ
ମୁମ୍ବାଇ: ୟେସ୍ ବ୍ୟାଙ୍କ ମାମଲାରେ ଏହାର ପ୍ରତିÂାତା ରାଣା କପୁରଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଶୁକ୍ରବାର ସନ୍ଧ୍ୟାରୁ ଲଗାତର ୩୦ ଘଣ୍ଟା!-->…
ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଲାଇଲେ ମହିଳା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୂର୍ବ ଘୋଷଣା ମୁତାବକ ରବିବାର ନିଜର ସୋସିଆଲ ମିଡିଆ!-->…

