Browsing Category
ଦେଶବିଦେଶ
ଗାନ୍ଧିବାଦୀ ନେତା ଏଭି ସ୍ୱାମୀଙ୍କ ବିୟୋଗ
ନୂଆପଡ଼ା,(ବି.ବି.ନୁ୍ୟଜ୍): ଗାନ୍ଧିବାଦୀ ନେତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଆଲାଜାଙ୍ଗି ବୀରଭଦ୍ର!-->…
ଭିତ୍ତିଭୂମିରେ ବ୍ୟୟ ହେବ ୧୦୨ ଲକ୍ଷ କୋଟି
ନୂଆଦିଲ୍ଲୀ:୨୦୨୫ ସୁଦ୍ଧା ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ରୂପାନ୍ତର କରିବା ପାଇଁ ସରକାର ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।!-->…
ଅମିତାଭଙ୍କୁ ମିଳିଲା ଦାଦାସାହେବ ଫାଲ୍କେ
ନୂଆଦିଲ୍ଲୀ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ରବିବାର ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ!-->…
ଏନଆର୍ସି ସହ ଏନପିଆର୍ର କୌଣସି ସମ୍ପର୍କ ନାହିଁ:ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ଏନଆରସି, ସିଏଏ ଓ ସୁଧାର ଗୃହ ଭଳି ପ୍ରସଙ୍ଗ ବାବଦରେ ନିଜର!-->…
ବଦଳିବ ଜନସଂଖ୍ୟା ପଞ୍ଜିକା
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)ଓ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଦେଶର ବିଭିନ୍ନ ଭାଗରେ ବିରୋଧ କରାଯାଉଥିବା!-->…
ସିଡିଏସ ନିଯୁକ୍ତି ପ୍ରସ୍ତାବକୁ ସରକାରଙ୍କ ମଂଜୁରି
ନୂଆଦିଲ୍ଲୀ: ଭାରତ ସରକାର ମଙ୍ଗଳବାର ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ସରକାର ସେନାବାହିନୀ ପାଇଁ ଚିଫ ଅଫ!-->…
ହେମନ୍ତ ସୋରେନ ହେବେ ମେଣ୍ଟ ଦଳର ମୁଖ୍ୟମନ୍ତ୍ରୀ
ରାଞ୍ଚô: ଝାଡଖଣ୍ଡରେ ଜେଏମ୍ଏମ୍-କଂଗ୍ରେସ ଓ ଆରଜେଡି ମେଣ୍ଟ ସରକାର ଗଠନ ହେବାକୁ ଯାଉଛି । ରାଜ୍ୟର ରଘୁବର ଦାସଙ୍କ ନେତୃତ୍ୱାଧୀନ ବିଜେପି!-->…
ଭାରତୀୟ ମୁସଲମାନ ଭୟଭୀତ ନହୁଅନ୍ତୁ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)କୁ ନେଇ ଯେଉଁପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ!-->…
ୟୁପିରେ ମୃତୁ୍ୟ ସଂଖ୍ୟା ୧୮
ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଉତ୍ତର ପ୍ରଦେଶରେ ହିଂସାକାଣ୍ଡ ଲାଗି ରହିଛି । ରବିବାର ଆଉ ୩ ଜଣଙ୍କର ମୃତୁ୍ୟ!-->…
ସଙ୍କଟରେ ଉତ୍ତରପ୍ରଦେଶ ସରକାର! ୩୦୦ ବିଜେପି ବିଧାୟକ ଯୋଗୀଙ୍କ…
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଜେପିସରକାରରେ ଏକ ବଡ ବିଦ୍ରୋହର ଆଶଙ୍କା । ରାଜ୍ୟର ୩୦୦ରୁ ବେଶି ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ ଯୋଗୀ!-->…

