Browsing Category
ଦେଶବିଦେଶ
ମହାରାଷ୍ଟ୍ରରେ ଛିଡିଲା ମନ୍ତ୍ରିମଣ୍ଡଳ ଭାଗବଣ୍ଟା
ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା, ଏନସିପି, କଂଗ୍ରେସକୁ ନେଇ ଗଠିତ ସରକାରରେ ଆଜି ମନ୍ତ୍ରିମଣ୍ଡଳ ବିଭାଗ ଭଣ୍ଟନ ହୋଇଛି ।ଶିବସେନାର!-->…
ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ବି ପାସ୍
ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ବିଲ୍ ୨୦୧୯ ବୁଧବାର ରାଜ୍ୟସଭାରେ ବି ଗୃହୀତ ହୋଇଛି । ବିଲ୍ ସପକ୍ଷରେ ୧୨୫ ଭୋଟ୍ ପଡ଼ିଥିଲା ବେଳେ!-->…
ନିର୍ଭୟା ଦୋଷୀଙ୍କୁ ପଚରାଯିବନି ସେମାନଙ୍କ ଶେଷ ଇଛା
ନୁଆଦିଲ୍ଲୀ : ଫାଶୀ ପାଇବା ପୂର୍ବରୁ ଅପରାଧୀକୁ ତାର ଶେଷ ଇଛା ପଚରାଯାଇଥାଏ। ଫିଲ୍ମମାନଙ୍କରେ ବି ଏମିତି ଦେଖିବାକୁ ମିଳେ ।ତେବେ!-->…
ଉକ୍ରଳ ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ଯୁକ୍ତ ତିନି ପଢୁଥିବା ଛାତ୍ରଛାତ୍ରୀ ଆଜି!-->…
ନାବାଳିକାଙ୍କୁ ବଳାକ୍ରାର ପରେ ଜାଳିଦେଲେ
ଅଗରତଲା: ହାଇଦ୍ରାବାଦ ଏବଂ ଉନ୍ନାଓରେ ବଳାକ୍ରାର ପରେ ପୀଡ଼ିତାଙ୍କୁ ଜାଳି ଦେଇ ହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ!-->…
ବ୍ୟାଗ୍ ଫ୍ୟାକ୍ଟ୍ରିରେ ନିଆଁ, ୪୩ ମୃତ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର ଘଟିଛି ଭୟାବହ ଅଗ୍ନିକାଣ୍ଡ । ସେଣ୍ଟ୍ରାଲ ଦିଲ୍ଲୀସ୍ଥିିତ ଅନାଜ ମଣ୍ଡି ଅଞ୍ଚଳରେ ଥିବା ଏକ!-->…
ବନ୍ଦ ଘରୁ ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ: ହତ୍ୟା…
ଛତିଶଗଡ଼: ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ବନ୍ଦ କୋଠରୀରୁ ମହିଳାଙ୍କ ଅଧାଜଳା ଶବକୁ ପୋଲିସ ଉଦ୍ଧାର କରିଛି। ସ୍ଥାନୀୟ!-->…
ଆଖି ବୁଜିଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା
ନୂଆଦିଲ୍ଲୀ : ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନୂଆଦିଲ୍ଲୀର ଏକ ଡାକ୍ତରଖାନାରେ!-->…
ପୁଲିସ ଉପରେ ପୁଷ୍ପବର୍ଷା: ମିଠା, ବାଣରେ ସ୍ୱାଗତ
ନୂଆଦିଲ୍ଲୀ: ହାଇଦ୍ରାବାଦ ପୀଡ଼ିତାଙ୍କୁ ଯେଉଁଭଳି ଭାବେ ପୋଡ଼ି ହତ୍ୟା କରାଯାଇଥିଲା, ତାହାକୁ ନେଇ ଦେଶବାସୀ ସ୍ତବ୍ଧ ହୋଇଯାଇଥିଲେ ।!-->…
ହାଇଦ୍ରାବାଦ ପୀଡ଼ିତାଙ୍କୁ ନ୍ୟାୟ:ବଳାକ୍ରାରୀଙ୍କୁ ଏନ୍କାଉଣ୍ଟର
ହାଇଦ୍ରାବାଦ): ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣବଳାକ୍ରାର ଓ ନିର୍ମମ ଭାବେ!-->…

