Browsing Category
ଦେଶବିଦେଶ
ଆତଙ୍କବାଦ ବିରୋଧୀ ଅଭିଯାନ:ସେନାର ୩ ଅଙ୍ଗର କମାଣ୍ଡୋ ସାମିଲ
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ସେନାବାହିନୀର ତିନୋଟି ଯାକ ଅଙ୍ଗର କମାଣ୍ଡୋଙ୍କୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ!-->…
ଖୋଲୁଛି ସ୍ୱିସ୍ ବ୍ୟାଙ୍କରେ ଜମାକାରୀଙ୍କ ଗୁମର
ନୂଆଦିଲ୍ଲୀ : ସ୍ୱିସ୍ ବ୍ୟାଙ୍କରେ ଜମା ରଖିଥିବା ଭାରତୀୟ ଜମାକାରୀ ଆଉ ବେଶି ସମୟ ନିଜକୁ ଗୋପନ ରଖିପାରିବେନି। ଭାରତ ସରକାର ଇତିମଧ୍ୟରେ!-->…
ମୋଦୀ ଓ ସିଞ୍ଜୋ ଆବେ ଏକାଠି ବୁଲିବେ କୋଣାର୍କ !- କୋଣାର୍କ ନିକଟରେ…
ନୂଆଦିଲ୍ଲୀ : ଯେମିତି ତାମିଲନାଡୁର ସମୁଦ୍ର କୂଳ ସହର ମହାବଳୀପୁରମରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ!-->…
ଆସନ୍ତାକାଲି ମହାରାଷ୍ଟ୍ର ମାମଲାର ଶୁଣାଣି : ସମସ୍ତ ପକ୍ଷଙ୍କୁ…
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି ନେଇ ଶୁଣାଣି । ସୁପ୍ରିମକୋର୍ଟର ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଏବଂ!-->…
ମହାରାଷ୍ଟ୍ର ରାଜନୀତି:ଓଲଟପାଲଟ
ମୁମ୍ୱାଇ: ଶନିବାର ସକାଳ ସାଢେ଼ ୭ଟା । ସ୍ଥାନ ରାଜଭବନ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ଦେବେନ୍ଦ୍ର!-->…
ବ୍ୟାଙ୍କ ଋଣ ଠକେଇ ମାମଲା: ୭ ଦିନିଆ ଇଡି ରିମାଣ୍ଡକୁ ଗଲେ ଭୂଷଣ…
ନୂଆଦିଲ୍ଲୀ : ଭୂଷଣ ପାୱାର ଏଣ୍ଡ ଷ୍ଟିଲ ଲିଃ(ବିପିଏସଏଲ)ର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ (ସିଏମଡି) ସଞ୍ଜୟ ସିଂହଲଙ୍କୁ!-->…
ଉଦ୍ଧବ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ମୁମ୍ବାଇ: ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିବା ନେଇ ଶିବସେନା-ଏନ୍ସିପି-କଂଗ୍ରେସ ମଧ୍ୟରେ ସହମତି ପ୍ରକାଶ ପାଇଛି । ଶିବସେନା!-->…
ବିକିନି ପିନ୍ଧି ଆସିଲେ ମାଗଣା ପେଟ୍ରୋଲ ମିଳିବା ଅଫର:ଅଧିକ…
ମସ୍କୋ:ରୁଷର ଏକ ପେଟ୍ରୋଲ ପମ୍ପ ତରଫରୁ ନିକଟରେ ଦିଆଯାଇଥିବା ଗୋଟିଏ ଅଜବ ଅଫରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ସମାରା ସ୍ଥିତ ଓଲଭି!-->…
ଏନ୍ସିଆର୍ବି ରିପୋର୍ଟ:ଦେଶରେ ବଢ଼ି ଚାଲିଛି ପ୍ରେମଜନିତ…
ନୂଆଦିଲ୍ଲୀ: ସାରା ବିଶ୍ୱରେ ତଥା ଭାରତରେ ହତ୍ୟାକାଣ୍ଡ କମିଛି । କିନ୍ତୁ ପ୍ରେମଜନିତ ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ସଦ୍ୟ!-->…
ଆଗ୍ରା ନା ଅଗ୍ରବନ:ୟୁପି ବିଶ୍ୱବିଦ୍ୟାଳୟ ଉପରେ ପ୍ରମାଣ ଖୋଜିବାର…
ଲକ୍ଷେ୍ନø: ୟୁପିର ଏକ ପ୍ରମୁଖ ସହର ହେଉଛି ଆଗ୍ରା । ହେଲେ ଏବେ ଏହାର ନାମକୁ ନେଇ ବିବାଦ ଉପୁଜିଛି । କୁହାଯାଉଛି କି ରାଜ୍ୟ ସରକାର ଏହାର!-->…

