Browsing Category
ଦେଶବିଦେଶ
ଆସାମରେ ଶାହଙ୍କ ପ୍ରତିଶ୍ରୁତି:ଧାରା ୩୭୧ରେ ସରକାର ହାତ ମାରିବେନି
ଗୌହାଟି: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ରବିବାର ଆସାମଗସ୍ତରେ ଯାଇଛନ୍ତି । ଆସାମରେ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍ଆର୍ସି)!-->…
ରାମ ଜେଠମଲାନୀଙ୍କର ପରଲୋକ
ନୂଆଦିଲ୍ଲୀ: ଦେଶର ଅନେକ ବିବାଦୀୟ ମାମଲା ଲଢ଼ି ସଦାବେଳେ ଚର୍ଚ୍ଚାରେ ରହି ଆସିଥିବା ବରିÂ ଓକିଲ ରାମ ଜେଠମଲାନୀଙ୍କର ରବିବାର ପରଲୋକ!-->…
ତେଲଙ୍ଗାନା ରାଜ୍ୟପାଳ ଭାବେ ଶପଥ ନେଲେ ସୁନ୍ଦରରାଜନ
ହାଇଦ୍ରାବାଦ: ବରିÂ ବିଜେପି ନେତ୍ରୀ ତମିଲସାଇ ସୁନ୍ଦରରାଜନ ରବିବାର ତେଲଙ୍ଗାନାର ରାଜ୍ୟପାଳ ଭାବେ ଶପଥଗ୍ରହଣ କରିଛନ୍ତି । ରାଜଭବନ!-->…
ଲ୍ୟାଣ୍ଡର ‘ବିକ୍ରମ’ର ପତ୍ତା ମିଳିଲା
ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ପତ୍ତା ମିଳିଛି । ଚନ୍ଦ୍ରପୃÂରେ ଏହାକୁ ଠାବ କରାଯାଇଛି । କିନ୍ତୁ ତା ସହିତ ସମ୍ପର୍କ!-->…
ଚନ୍ଦ୍ର ଅଭିଯାନ ସ୍ୱପ୍ନ ନିଶ୍ଚୟ ପୂରଣ ହେବ: ମୋଦି
ବେଙ୍ଗାଲୁରୁ: ଶନିବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଚନ୍ଦ୍ର!-->…
ଚନ୍ଦ୍ର ମିସନ୍ ୯୫% ସଫଳ
ବେଙ୍ଗାଲୁରୁ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ୯୫ % ସଫଳ ହୋଇଛି । ବର୍ତ୍ତମାନ ଚନ୍ଦ୍ରଯାନ-୨ର ଅର୍ବିଟର ସକ୍ରିୟ ରହିଛି । ୫ % ସମସ୍ୟା!-->…
ଚନ୍ଦ୍ରଯାନ-୨ : ଲ୍ୟାଣ୍ଡର ସହ ଯୋଗା ଯୋଗ ବିଚ୍ଛିନ୍ନ
ବେଙ୍ଗାଲୁର : ଚନ୍ଦ୍ରଯାନ-୨ର ଅନ୍ତିମ ପର୍ୟ୍ୟାୟରେ ଚନ୍ଦ୍ର ପୃଷ୍ଟର ଠିକ୍୨.୧ କିଲୋମିଟର ଉପରେ ରହିଥିବା ବେଳେ ବିକ୍ରମ ଲ୍ୟାଣ୍ଡର ସହ!-->…
ଚିଦାମ୍ବରମଙ୍କୁ ୧୪ ଦିନ ଲାଗି ତିହାର ଜେଲକୁ ପଠାଇଲେ ସିବିଆଇ…
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ସିବିଆଇ!-->…
ଭାରତ-ରୁଷ ସମ୍ପର୍କରେ ନୂଆ ଅଧ୍ୟାୟ
ଭ୍ଲାଦିଭୋସ୍ତୋକ: ଦୁଇ ଦିନିଆ ରୁଷ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରୁଷର ପୂର୍ବ ଭାଗରେ ଥିବା!-->…
ଚେତିଲେ ଇମ୍ରାନ ଖାନ:ଭାରତରୁ ଔଷଧ ନେବ ପାକିସ୍ତାନ
ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦କୁ ନରେନ୍ଦ୍ର ମୋଦି ସରକାର ହଟାଇ ଦେବା ପରେ ହଡ଼ବଡ଼ ହୋଇଯାଇଥିଲା!-->…