Browsing Category
ଦେଶବିଦେଶ
ପୁଣି ପରମାଣୁ ଯୁଦ୍ଧର ଭୟ ଦେଖାଇଲେ ଇମ୍ରାନ
ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ଥରେ ଆନ୍ତର୍ଜାତିକ ସମୁଦାୟଙ୍କୁ ପରମାଣୁ ଯୁଦ୍ଧର!-->…
ମେଗା ବ୍ୟାଙ୍କ ସମ୍ମିଶ୍ରଣ:୧୦ ବ୍ୟାଙ୍କ ମିଶି ୪ଟି ହେବ
ନୂଆଦିଲ୍ଲୀ: ଦେଶର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମିଶ୍ରଣ ହେବ । ସୃଷ୍ଟି ହେବ ୪ ନୂଆ ତଥା ମେଗା ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ଏହାସହ!-->…
ରେଣୁକାଙ୍କ ବିରୋଧରେ ଗିରଫ ପରୱାନା
ନୂଆଦିଲ୍ଲୀ: କଂଗ୍ରେସ ନେତା ରେଣୁକା ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ୪ ବର୍ଷ ତଳେ ତାଙ୍କ ବିରୋଧରେ!-->…
ପଦ ଛାଡିବେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ
ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରୁଥିବା ନୃପେନ୍ଦ୍ର ମିଶ୍ରା ଏବେ!-->…
ଇଡି ମାମଲା:ଗିରଫ ହୋଇପାରନ୍ତି କଂଗ୍ରେସ ନେତା ଶିବକୁମାର
ନୂଆଦିଲ୍ଲୀ:କଂଗ୍ରେସର ବରିÂ ନେତା ପି ଚିଦାମ୍ବରମ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଏବେ ଆଉ କିଛି କଂଗ୍ରେସ ନେତା ସମାନ ଦଶା!-->…
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ:ପିସିସି ସଭାପତି ପଦ…
ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସରେ ବିଦ୍ରୋହର ସ୍ୱର ଶୁଣିଲାଣି । ଏହି ବିଦ୍ରୋହ ଖୋଦ୍ ଦଳର ଯୁବନେତା ତଥା ଉପମୁଖ୍ୟମନ୍ତ୍ରୀ ଜ୍ୟୋତିରାଦିତ୍ୟ!-->…
ଧର୍ମେନ୍ଦ୍ରଙ୍କ ରୁଷ ଗସ୍ତର ଦ୍ୱିତୀୟ ଦିନ:ଇସ୍ପାତ, କୋଇଲା ଓ ତୈଳ…
ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୁଷ ଗସ୍ତର ଦ୍ୱିତୀୟ ଦିନରେ ଆଜି!-->…
ଆଜି ପ୍ରକାଶ ପାଇବ ଚୂଡାନ୍ତ ଏନ୍ଆରସି ତାଲିକା
ଗୁଆହାଟି: ଆସାମରେ ଚୂଡାନ୍ତ ଏନ୍ଆରସି (ଜାତୀୟ ନାଗରିକ ପଞ୍ଜୀକରଣ) ତାଲିକା ଆସନ୍ତାକାଲି (ଶନିବାର) ସକାଳ ୧୦ଟାରେ ପ୍ରକାଶ ପାଇବ ।!-->…
ପାକ୍ରେ ଶିଖ୍ ଯୁବତୀଙ୍କ ଜବରଦସ୍ତ ଧର୍ମ ପରିବର୍ତ୍ତନ
ଚଣ୍ଡୀଗଡ: ପାକିସ୍ତାନର ନାନକାନା ସାହିବଠାରେ ଶିଖ୍ ସମୁଦାୟର ଜଣେ ଯୁବତୀଙ୍କୁ ଅପହରଣ ପରେ ତାଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯିବା!-->…
ମୋଦିଙ୍କ ନାଁ ଧରୁଧରୁ ପାକ୍ ମନ୍ତ୍ରୀଙ୍କୁ ଲାଗିଲା ଝଟ୍କା
ଇସଲାମାବାଦ: ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରଶିଦ ଏକ ସଭାରେ ଭାଷଣ ଦେବା ସମୟର ଗୋଟିଏ ଭିଡିଓ ଆଜି ଖୁବ୍ ଭାଇରାଲ ହୋଇଛି । ଭିଡିଓଟିରେ!-->…