Browsing Category
ଦେଶବିଦେଶ
କର୍ଣ୍ଣାଟକ ରାଜନୀତି:ଆସ୍ଥା ଜିଣିଲେ ୟେଦିୟୁରପ୍ପା
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ଆଜି ବିଧାନସଭାରେ ଆସିଥିବା ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଫଳରେ!-->…
କର୍ଣ୍ଣାଟକ ରାଜନୀତି:ଆଉ ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ବାଚସ୍ପତି କେ.ଆର ରମେଶ କୁମାର ଆଜି ଆଉ ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।!-->…
ସଡ଼କ ଦୁର୍ଘଟଣା:ଉନ୍ନାଓ ବଳାକ୍ରାର ପୀଡ଼ିତା ଗୁରୁତର, ଖୁଡୀ ମୃତ
ଲକ୍ଷେ୍ନø: ୟୁପିର ରାୟବରେଲିରେ ରବିବାର ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଉନ୍ନାଓ ବଳାକ୍ରାର ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି ।!-->…
ତାଲିବାନର ସ୍ପଷ୍ଟୀକରଣ:ଆଫଗାନ ସରକାରଙ୍କ ସହ ଆଲୋଚନା କରିବୁନି
କାବୁଲ: ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ନେଇ ସେଠାକାର ସରକାରଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାର ସମ୍ଭାବନାକୁ ତାଲିବାନ ଆଜି!-->…
ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ‘ମନ୍ କୀ ବାତ’ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ!-->…
ଅଗଷ୍ଟ ୮ରେ ପ୍ରଣବଙ୍କୁ ଦିଆଯିବ ଭାରତ ରତ୍ମ
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆସନ୍ତା ମାସ ୮ ତାରିଖରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ!-->…
କଂଗ୍ରେସ ନେତା ଜୟପାଲ ରେଡ୍ଡିଙ୍କ ଦେହାନ୍ତ
ହାଇଦ୍ରାବାଦ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏସ ଜୟପାଲ ରେଡ୍ଡିଙ୍କର ରବିବାର ମଧ୍ୟରାତ୍ରିରେ ହାଇଦ୍ରାବାଦ!-->…
ଭାରତରେ ବାଘ ସଂଖ୍ୟାରେ ୨୦% ବୃଦ୍ଧି
ନୂଆଦିଲ୍ଲୀ: ଭାରତରେ ବାଘ ସଂଖ୍ୟାରେ ଆଶାତୀତ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୪ରେ କରାଯାଇଥିବା ବ୍ୟାଘ୍ର ଗଣନା ଅନୁଯାୟୀ, ଦେଶରେ!-->…
ମେହବୁବାଙ୍କ ବୟାନ:ବାରୁଦ ଗଦାରେ ନିଆଁ ଲଗାଇବାକୁ ଉଦ୍ୟମ କରୁଛି…
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୫(କ)କୁ ହଟାଇବା ପାଇଁ କେନ୍ଦ୍ର ପ୍ରସ୍ତୁତି କରୁଥିବାର ଚର୍ଚ୍ଚା ହେଉଥିଲାବେଳେ ଏହାକୁ ନେଇ!-->…
ଫୋକସରେ କାଶ୍ମୀର:୩୦ରେ ବିଜେପି କୋର ଗ୍ରୁପର ବୈଠକ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା କିଛି ପଦକ୍ଷେପ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।!-->…