{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଦଗାତା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂବିତ କୁମାର ରାଉତ,ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ ପ୍ରମୁଖଙ୍କୁ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ,ଉପ ସଭାପତି ବିଜୟ କୁମାର ରାଉତ, ସମ୍ପାଦକ ସାରଦା ପ୍ରସାଦ ଦାସ,ଯୁଗ୍ମ ସମ୍ପାଦକ ନରେଶ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ପରିଷଦର ସଦସ୍ୟ ଅଧ୍ୟାପକ ଡ଼ ପ୍ରଦୀପ କୁମାର ଶତପଥୀ, ସୁଷମା ପ୍ରଧାନ, ପ୍ରଜ୍ଞା ପାରମିତା ଚୌଧୁରୀ, ବିଜୟଲକ୍ଷ୍ମୀ ମହାପାତ୍ର, ଶ୍ରଦ୍ଧାମୟୀ ରାଉତ, ନିବେଦିତା ମହାନ୍ତି,ଅବନୀକାନ୍ତ ମହାରଣା, ମନୋଜ କୁମାର ଦାଶ,ମାନସ କୁମାର କାନୁନଗୋ,ମନୋଜ କୁମାର ମହାପାତ୍ର, ସରୋଜକାନ୍ତ ସାହୁ,ଲୋକନାଥ ଦାସ, ଅତନୁ କୁମାର ସ୍ବାଇଁ, ଜିତେନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ସତ୍ୟବ୍ରତ ବିଶ୍ବାଳ ପ୍ରମୁଖ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।
Comments are closed, but trackbacks and pingbacks are open.