ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା କୋରାପୁଟ ଟାଉନ୍ ପୁଲିସ

Get real time updates directly on you device, subscribe now.

{ କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : ପୂର୍ବ ଶତ୍ରୁତାରୁ ରାଜମିସ୍ତ୍ରୀଙ୍କୁ ହତ୍ୟା ଘଟଣାରେ କୋରାପୁଟ ଟାଉନ୍ ପୁଲିସ ଦ୍ଵାରା ଦୁଇ ଜଣ ଯୁବକ ସହ ଅନ୍ୟ ଜଣେ ନାବାଳକକୁ ଗିରଫ କଲା କୋରାପୁଟ ଟାଉନ୍ ପୁଲିସ। ସେମାନଙ୍କ ଠାରୁ ଗୋଟିଏ ବାଇକ,ଲୁହା ଖଡୁ,ପଥର ,ପାଞ୍ଚ ମୋବାଇଲ ଜବତ କଲା କୋରାପୁଟ ଟାଉନ୍ ପୁଲିସ। ଗତ 31 ତାରିଖ ଦିନ ପନସପୁଟ ପାହାଡ଼ ନିକଟରେ ରାଜମିସ୍ତ୍ରୀଙ୍କ ମୃତ ଶରୀର ପଡ଼ିଥିଲା। କୋରାପୁଟ ଟାଉନ୍ ପୁଲିସ ତଦନ୍ତ କରି ଏଇୟାର ପର୍ଦ୍ଦାଫାଶ କରିଥିଲା। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମ୍ବିତ୍ ମହାନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons