ଗଞ୍ଜେଇ ଜବତ, ୬ ଗିରଫ

Get real time updates directly on you device, subscribe now.

କଟକ : ଟାଙ୍ଗୀ ବାଲିକୁଦା ନିକଟରୁ ଗଞ୍ଜେଇ ଜବତ । ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ଚଢଉ କରି ଏହି ଗଞ୍ଜେଇ ଜବତ କରିଛି । ଏହି ଚଢଉରେ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୬ଜଣଙ୍କୁ  ଗିରଫ କରାଯାଇଛି । ଏହାସହ ଗଞ୍ଜେଇ ଚାଲାଣ ହେଉଥିବା ଗୋଟିଏ ପିକଅପ ଭ୍ୟାନ୍ ଏବଂ ଗୋଟିଏ କାର୍ ଜବତ ହୋଇଛି ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । କନ୍ଧମାଳରୁ କୋଲକାତା ଚାଲାଣ ହେଉଥିଲା ଏହି ଗଞ୍ଜେଇ । ଗିରଫ ୬ ଜଣଙ୍କ ମଧ୍ୟରେ ୪ ଜଣ ପଶ୍ଚିମବଙ୍ଗର ଏବଂ ୨ ଜଣ କନ୍ଧମାଳ ଜିଲ୍ଲାର ଅଛନ୍ତି ବୋଲି ଜଣାପଡ଼ିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons