ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ

Get real time updates directly on you device, subscribe now.

ଭୁବନେଶ୍ବର: ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ (୯୨)ଙ୍କ ସୋମବାର ପରଲୋକ ହୋଇଛି। ସେ ଅସୁସ୍ଥ ଥିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ସୋମବାର ମୃତ୍ୟୁ ଘଟିଛି। ବିଶିଷ୍ଟ ବାମଦଳ ନେତା ଶିବାଜୀ ପଟ୍ଟନାୟକ ଥିଲେ। ସିପିଆଇ (ଏମ)ର ଜଣେ ବରିଷ୍ଠ ନେତା ଶିବାଜୀ ପଟ୍ଟନାୟକ ଥିଲେ। ସେ ଭୂବନେଶ୍ବରରୁ ସାଂସଦ ହୋଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons