ପ୍ରେମର ଅପମାନ ସହିନପାରି ଜୀବନ ହାରିଲେ ପ୍ରେମିକା

Get real time updates directly on you device, subscribe now.

ବାଲେଶ୍ଵର : ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକା । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କାଞ୍ଚପଡ଼ା ପଞ୍ଚାୟତ ବିରିବ୍ରହ୍ମପୁର ଗ୍ରାମରେ। ପ୍ରମିଳା ବିରିବ୍ରହ୍ମପୁର ଗ୍ରାମର ପିଣ୍ଟୁଙ୍କୁ ପ୍ରେମ କରୁଥିଲେ। ପିଣ୍ଟୁ ପ୍ରେମିକାର ଘରକୁ ଯିବା ଆସିବା କରୁଥିଲେ । ଏହାକୁ ପ୍ରେମିକାର ଘର ଲୋକେ ବିରୋଧ କରିଥିଲେ। ସହି ପାରିନଥିଲା ପ୍ରେମିକା । ରାତିରେ ବେକରେ ରସି ଲଗାଇ ସେ କରିଛନ୍ତି ଆତ୍ମହତ୍ୟା । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons