ବୁଲା ବିକାଳୀଙ୍କ ନିକଟରୁ ଭାଲୁନଖ ଉଦ୍ଧାର: ଜଣେ ଗିରଫ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): ଜଡିବୁଟି ବିକ୍ରି କରୁଥିବା ବିକାଳୀ ନିକଟରୁ ଉଦ୍ଧାର ହେଲା ଭାଲୁ ନଖ ।ଏହି ଘଟଣାରେ ବନବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲାର ଧୁଶା ଭାଇ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ବାରିପଦା ରେଞ୍ଜ , ଶିମିଳିପାଳ ସାଉଥ ରେଞ୍ଜ ଓ ଡୁକୁରା ରେଞ୍ଜ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ ଚାଲିଥିଲା ।ଏହି ସମୟରେ ବାରିପଦା ରେଞ୍ଜ ଅଧୀନ ଦୁଗ୍ଧଆ ନିକଟରେ ୦୬ ଜଣ ମହିଳା ଓ ୦୫ ଜଣ ପୁରୁଷ ଜଡ଼ିବୁଟି ତଥା ଜଙ୍ଗଲଜାତ ଦ୍ରବ୍ୟ ବିକୁଥିବାର ଦେଖି ତାଙ୍କୁ ଯାଞ୍ଚ କରିବାରୁ ତାଙ୍କ ନିକଟରେ ଭାଲୁ ନଖ ବାହାରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons