ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର

Get real time updates directly on you device, subscribe now.

କଣ୍ଟାବାଞ୍ଜି : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକ ଠାରେ ବିଜେଡି ପକ୍ଷରୁ ରକ୍ତଦାନ କାର୍ୟ୍ୟକ୍ରମ କରାଯାଇଛି ।
ସ୍ଥାନୀୟ ଫରେଷ୍ଟ ଡାକ ବଙ୍ଗଳା ପରିସରରେ ଓଡିଶା ମୋ ପରିବାର ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ ବିଜେଡି, ଛାତ୍ର ବିଜେଡି ମହିଳା ବିଜେଡି ସମେତ ବହୁ କର୍ମକର୍ତ୍ତା ସହ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଫିରୋଜ ଖା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons