ମୌନବ୍ରତ ପାଳିଲା କଂଗ୍ରେସ

Get real time updates directly on you device, subscribe now.

ଲକ୍ଷ୍ମୀପୁର ଖେର: ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାକୁ ବିରୋଧ କରି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ମୌନ ବ୍ରତ ପାଳନ କରିଥିଲେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଅନ୍ୟ ଦଳୀୟ ନେତାଙ୍କ ସହ ମିଶି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରି ଲକ୍ଷେ୍ନøରେ ମୌନବ୍ରତ ରଖିଥିଲେ । ବରିÂ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନେତୃତ୍ୱରେ ଗୋଆରେ କଂଗ୍ରେସ କର୍ମୀ ଏକତ୍ରିତ ହେବା ସହ ମୌନବ୍ରତ ରଖିଥିଲେ । ଦିଲ୍ଲୀ, ଜମ୍ମୁ-କାଶ୍ମୀର, ପଞ୍ଜାବ, ଆସାମରେ ମଧ୍ୟ କଂଗ୍ରେସ କର୍ମୀ ଏକାଠି ହୋଇ ମୌନବ୍ରତ ରଖିବା ସହ ଯଥାଶୀଘ୍ର କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଟୁଇଟ କରି କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ବର୍ତ୍ତମାନସୁଦ୍ଧା ଅଜୟ ମିଶ୍ରଙ୍କୁ ଗିରଫ ନ କରି ବିଜେପି ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ରାହୁଲ କହିଛନ୍ତି । କେନ୍ଦ୍ର ସରକାର ଚାଷୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons