ରାଜଧାନୀରେ ନକଲି ସୁନା ରାକେଟ୍ : ୨ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ଭୁବନେଶ୍ବର : ରାଜଧାନୀରୁ ଜବତ ହେଲା ନକଲି ସୁନା । ସହିଦନଗର ଥାନା ପୋଲିସ ଏହି ନକଲି ସୁନାକୁ ଜବତ କରିଛି । ୨ କେଜି ନକଲି ସୁନା ଜାବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଡିଲ୍ ଚାଲିଥିବା ବେଳେ ଚଢାଉ କରିଥିଲା ସହିଦନଗର ଥାନା ପୋଲିସ । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ମାଡିବସି ୨ କେଜି ସୁନା ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ଛତିଶଗଡର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ଘନଶ୍ୟାମ ସୋଲାଙ୍କ ଓ ମୋହନ ସୋଲାଙ୍କ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons