ହଷ୍ଟେଲ ଛାତରୁ ଖସି କଲେଜ ଛାତ୍ରୀଙ୍କ ମୃତ୍ୟୁ

Get real time updates directly on you device, subscribe now.

ବାଲେଶ୍ୱର : ହଷ୍ଟେଲ ଛାତରୁ ଖସି କଲେଜ୍ ଛାତ୍ରୀଙ୍କ ମୃତ୍ୟୁ । ବାଲେଶ୍ୱର ସହରର ଏକ ଆବାସିକ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ମୃତ ଛାତ୍ରୀଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସର ତନାଘନା । ଖବର ପାଇ ପହଞ୍ଚିଲେ ପରିବାର ଲୋକେ । ଘଟଣାସ୍ଥଳରେ ଚାପାଉତ୍ତେଜନା ଦେଖାଦେଇଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାିଁ ପଠାଇବା ସହ ଲୋକଙ୍କୁ ବୁଝାସୁଝା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons