ହାତୀ ଆକ୍ରମଣରେ ଯୁବକ ମୃତ

Get real time updates directly on you device, subscribe now.

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ନକୁଳକର ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଗତକାଲି ରାତିରେ ନକୁଳକର ହାଟରୁ ବାରାଗଡ଼ିଆ ଅଞ୍ଚଳର ନନ୍ଦ ସିଂଙ୍କ ପୁଅ ଶ୍ୟାମସୁନ୍ଦର ଘରକୁ ଫେରୁଥିବା ସମୟରେ ହାତୀ ଆତର୍କିତ କରିଥିଲା ଆକ୍ରମଣ । ରାତିରେ ଶ୍ୟାମସୁନ୍ଦର ଘରେ ପହଞ୍ଚିନଥିବାରୁ ଖୋଜାଖୋଜି କରିବା ପରେ ପାଇନଥିଲେ । ଆଜି ଜଙ୍ଗଲରୁ ମୃତଦେହ ମିଳିଥିବା ଜଣାପଡିଛି । ମୃତକ ହେଲେ ବାରାଗଡ଼ିଆ ଅଞ୍ଚଳରେ ଶ୍ୟାମସୁନ୍ଦର ସିଂ । ଘଟଣା ସ୍ଥଳରେ ବନବିଭାଗ ଓ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons