ବନ୍ଧୁଗାଁ, (ବି.ବି.ନୁ୍ୟଜ): ବନ୍ଧୁଗାଁ ଥାନା ପେଦା ଅଲୋଡା ପଞ୍ଚାୟତ ବିକ୍ରମପୁରଠାରେ ଅବକାରୀ ଚଢଉ କରାଯାଇ ୧୬୦୦ଲିଟର ଦେଶୀମଦ ଜବତ କରାଯିବା ସହ ୧୬ହଜାର ୪ଶହ ଲିଟର ପୋଚ୍ ନଷ୍ଟ କରାଯାଇଛି । ଚଢଉ ଦେଖି ମଦ ବିକ୍ରେତାମାନେ ଫେରାର୍ ହୋଇଯାଇଥିଲେ । ଚଢଉରେ ନାରାୟଣପାଟଣା ଅବକାରୀ ଓଆଇସି ଏ.କେ.ଯୋଶୀଙ୍କ ସହ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.