୧୭ ଶାଗୁଆନ କାଠ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ପଦ୍ମପୁର,(ବି.ବି.ନୁ୍ୟଜ): ବନ ବିଭାଗ ପକ୍ଷରୁ କେନ୍ଦୁଗୁଡା ଥାନା ଖମ୍ବାରିଗୁଡା ଛକ ନିକଟକୁ ଆଜି ଏକ ଗାଡି ସହ ୧୭ଟି ଶାଗୁଆନ କାଠପଟା ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି । ଗିରଫଜଣଙ୍କ ହେଲା ଗାଡି ଡ୍ରାଇଭର ଇନଗ୍ରାଜ ଶବର । ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବନ ଅଧିକାରୀ କହିଛନ୍ତି । ଜବତ କାଠର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗୁଡାରୀ ରେଞ୍ଜ କାର୍ଯ୍ୟଳୟଠାରେ ଜବତ ଗାଡି, କାଠ ରଖାଯାଇଥିବା ବେଳେ ଡ୍ରାଇଭରକୁ ପଚରାଉଚରା ଚାଲିଥିବା ବନ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons