୫-ଟି ସଚିବଙ୍କୁ ଭେଟିଲେ ପୌରାଧ୍ୟକ୍ଷ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ପୌର ପରିଷଦର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ଓ ସରକାରଙ୍କ ପକ୍ଷରୁ କିପରି ଅଧିକରୁ ଅଧିକ ଅନୁଦାନ ଆସିବ ସେ ନେଇ ମଙ୍ଗଳବାର ପୌର ଅଧ୍ୟକ୍ଷ ମନୋଜକୁମାର ବାରିକ ଭୁବନେଶ୍ୱରଠାରେ ୫ଟି ସଚିବ ବି.କେ ପାଣ୍ଡିୟନ ଓ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଛନ୍ତି । ପୌରର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବାସହ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ତାଙ୍କ ସହ ଉପାଧ୍ୟକ୍ଷା କବିତା ମହାନ୍ତ, ବାଲିମେଳା ଏନଏଏସି ଉପାଧ୍ୟକ୍ଷା ରଶ୍ମିତା ବାଙ୍କା, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons