ବୈଜ୍ଞାନିକ ଅନୁଧ୍ୟାନରୁ ଜଣାପଡ଼ିଛି କ୍ୟାନସର ଭଳି ମାରାତ୍ମକ ରୋଗ କେବଳ କିଛି ଘଣ୍ଟା ମଧ୍ୟରେ ଭଲ ହୋଇପାରିବ। ଆମେରିକାର ଏକ ଅନୁଧ୍ୟାନରୁ ଏହା ଜଣା ପଡ଼ିଛି ଯେ କ୍ୟାନସର ଚିକିତ୍ସାରେ ବ୍ୟବହାର ହେଉଥିବା ପ୍ରାକୃତିକ ଜିନିଷରେ ଏଭଳି ଗୁଣ ରହିଛି ଯାହା ଖାଇବାର ମାତ୍ର ୨ରୁ ୩ଦିନ ମଧ୍ୟରେ କ୍ୟାନସରର ଉପଚାର ହୋଇପାରିବ।
ବଡ କଥା ହେଉଛି ଏହି ଜିନିଷ ପୃଥିବୀର ଯେକୈାଣସି ସ୍ଥାନରେ ସହଜରେ ମିଳି ପାରିବ। ଏହି ଜିନିଷଟି ହେଉଛି ଅଙ୍ଗୁର ମଞ୍ଜିର ରସ। ଗବେଷଣା ମୁତାବକ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ କ୍ୟାନସର ରୋଗୀଙ୍କ ଉପରେ ଗବେଷଣା କରିବା ପରେ ଏହି ଫଳ ସାମନାକୁ ଆସିଛି ଯେ କ୍ୟାନସର ରୋଗୀଙ୍କୁ ଅଙ୍ଗୁର ମଞ୍ଜିର ରସ ପିଇବାକୁ ଦେଲେ ବହୁତ ଶୀଘ୍ର ସୁଫଳ ମିଳିଥାଏ। ଅଙ୍ଗୁର ମଞ୍ଜିର ରସ ଏତେ ଶୀଘ୍ର ପ୍ରଭାବ ପକାଇଥାଏ ଯେ ରସ ସେବନ କରିବାର ୪୮ଘଣ୍ଟା ମଧ୍ୟରେ ସୁଫଳ ମିଳିଥାଏ।
ଅଙ୍ଗୁରରେ ପର୍ୟ୍ୟାପ୍ତ ମାତ୍ରାରେ କ୍ୟାଲୋରୀ,ଫାଇବର,ଭିଟାମିନ ସି ଏବଂ ଇ ଥାଏ। ଏଥିରେ ଗ୍ଲୁକୋଜ,ମ୍ୟାଗ୍ନେସିୟମ୍ ଏବଂ ସାଇଟ୍ରିକ୍ ଏସିଡ୍ ଭଳି କେତେକ ପୋଷକ ତତ୍ତ୍ବ ରହିଥାଏ। ଏହା ସେବନ କରିବା ଦ୍ବାରା କ୍ୟାନସର,କିଡନୀ ଏବଂ ପୋଲିଓରୁ ମୁକ୍ତି ମିଳିଥାଏ।
ବୈଜ୍ଞାନିକଙ୍କ କହିବାନୁସାରେ ଅଙ୍ଗୁର ମଞ୍ଜିରେ ଥିବା ଜେଏନକେ ପ୍ରୋଟିନ୍ ପାର୍ଶ୍ବପ୍ରତିକ୍ରିୟା ବିନା କ୍ୟାନସରର କୋଶିକାକୁ ୭୬ପ୍ରତିଶତ ଯାଏଁ ମୂଳରୁ ନଷ୍ଟ କରିଥାଏ।
Comments are closed, but trackbacks and pingbacks are open.