୧୦୦ ଦିନିଆ ବାଲ୍ୟ ବିବାହ ବିରୋଧୀ ଅଭିଯାନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ୧୦୦ ଦିନିଆ ବାଲ୍ୟ ବିବାହ ବିରୋଧୀ ଅଭିଯାନର ଅବସରରେ ଆଜି ADM Revenue & Adm General ଙ୍କ ଅଧୀନସ୍ଥ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗ ଦ୍ଵାରା ଆୟୋଜିତ ହୋଇଥିଲା।ଏହି ଅବସରରେ ବାଲ୍ୟ ବିବାହ ନିରାକରଣ ପାଇଁ ସମୁହିକ ସଙ୍କଳ୍ପକୁ ପୁନରୁଚ୍ଚାରଣ କରିବା ନିମନ୍ତେ ଏକ ମାନବ ଶୃଙ୍ଖଳା ଗଠନ କରାଯାଇଥିଲା |କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ (AWW), ଜିଲ୍ଲା ସ୍ତରର କର୍ମକର୍ତ୍ତାମାନେ, ଓନ୍ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ (DSWO), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଓ ପ୍ରୋଗ୍ରାମ ଅଫିସରମାନେ କାର୍ୟକ୍ରମକୁ ସମନ୍ୱୟ କରିଥିଲେ। ବିଭିନ୍ନ ବ୍ଲକ୍ର CDPOମାନେ ତଥା ବିଭିନ୍ନ NGO ମାନେ ସକ୍ରିୟ ଭାବେ ଭାଗ ନେଇଥିଲେ।ଏହାସହିତ ଜିଲ୍ଲା ମୁଖ୍ୟାଳୟ ଗ୍ରୀଭାନ୍ସ ସେଲ୍ ନିକଟରେ ଏକ ସହି ସଂଗ୍ରହ ଅଭିଯାନ (Signature Campaign) ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅଭିଯାନ କୁ ADM ଶୁଭାରମ୍ଭ କରିଥିଲେ ଓ ସମସ୍ତ ଜିଲ୍ଲା ସ୍ତରର ଅଧିକାରୀମାନେ ଓ ସାଧାରଣ ଜନସାଧାରଣ ଉତ୍ସାହର ସହ ଅଂଶଗ୍ରହଣ କରି ବାଲ୍ୟ ବିବାହ ବନ୍ଦ କରିବା ପାଇଁ ସମୁହିକ ସଙ୍କଳ୍ପ ବ୍ୟକ୍ତ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ନିରାକରଣ ପାଇଁ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ଏକତା ଓ ସଚେତନତାର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଥିଲା।

Get real time updates directly on you device, subscribe now.

15 Comments
  1. cefixime

    cefixime

    cefixime

  2. furosemide for dogs

    furosemide for dogs

    furosemide for dogs

  3. generic antibiotics online cheap

    generic antibiotics online cheap

  4. antibiotics online purchase

    antibiotics online purchase

  5. zoloft 50 mg oral tablet

    zoloft 50 mg oral tablet

  6. dexlansoprazole cost

    dexlansoprazole cost

    dexlansoprazole cost

  7. vidalista 40mg tadalafil

    vidalista 40mg tadalafil

  8. cyclosporine medication type

    cyclosporine medication type

  9. stendra online purchase

    stendra online purchase

  10. go sildenafil 100mg

    go sildenafil 100mg

    go sildenafil 100mg

  11. vardenafil generic name

    vardenafil generic name

  12. Sildenafil vs vardenafil response rates

    Sildenafil vs vardenafil response rates

  13. Full Onset Comparison

    Full Onset Comparison

    Full Onset Comparison

  14. Sildenafil vs Avanafil Timing Comparison

    Sildenafil vs Avanafil Timing Comparison

  15. tadalafil treatment information

    tadalafil treatment information

Comments are closed, but trackbacks and pingbacks are open.

Show Buttons
Hide Buttons