ଅନିୟମିତତା ଅଭିଯୋଗରେ ଖଇରା ବ୍ଲକରେ ବାଲେଶ୍ବର ଭିଜିଲାନ୍ସ ପକ୍ଷରୁ ଚଢାଉ

Get real time updates directly on you device, subscribe now.

ଖଇରା : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ ବାଲେଶ୍ବର ଭିଜିଲାନ୍ସ ବିଭାଗର ଚଢାଉ । ପ୍ରଧାନମନ୍ତ୍ରୀ ଆବାସ, ଭତ୍ତା ବଣ୍ଟନରେ ପ୍ରଦାନ ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ଡିଏସପି ଏସ.କେ. ସାମନ୍ତରାୟ ଓ ଇନ୍ସପେକ୍ଟର ଏସ ହେମ୍ବ୍ରମୁଙ୍କ ନେତୃତ୍ବରେ ତିନି ଜଣିଆ ଟିମର ଚଢାଉ ଚାଲୁ ରଖିଛନ୍ତି। ଭତ୍ତା ବଣ୍ଟନ ନକରି ପାଖରେ ରଖିବା ।
ଭିଜିଲାନ୍ସ ବିଭାଗରେ ପୂର୍ବରୁ ଖଇରା ବ୍ଲକର ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସରେ ର୍ଦୁନିତୀ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାର ଟିମ ବ୍ଲକ ପରେ ପଞ୍ଚୟତମାନଙ୍କରେ ଯାଞ୍ଚ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons