ଅର୍ଥ ହେରଫେର ମାମଲାରେ ମୁମ୍ବଇ କ୍ରାଇମବ୍ରାଞ୍ଚ ଦ୍ୱାରା କ୍ଷୀରୋଦ ମଲ୍ଲିକ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର : ଅର୍ଥ ହେରଫେର ମାମଲାରେ କ୍ଷୀରୋଦ ମଲ୍ଲିକ ଗିରଫ । ସମ୍ବଲପୁରରେ ଚାଲିଥିବା ଏନ୍‌ଜିଓ ବିଶ୍ୱର ମୁଖ୍ୟ ହେଉଛନ୍ତି କ୍ଷୀରୋଦ ମଲ୍ଲିକ । ପୂର୍ବରୁ କ୍ଷୀରୋଦଙ୍କୁ ଇଓଡବ୍ଲୁ ଗିରଫ କରିଥିଲା । ମୁମ୍ବଇ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ କ୍ଷୀରୋଦଙ୍କୁ ଗିରଫ କରିଛନ୍ତି ।
କ୍ଷୀରୋଦ ମଲ୍ଲିକଙ୍କ ପୁଅ ଦେବବ୍ରତ ମଧ୍ୟ ଗିରଫ ହୋଇଛନ୍ତି । ପୂର୍ବରୁ ଚିଟ୍‌ଫଣ୍ଡ ମାମଲାରେ କ୍ଷୀରୋଦ ଗିରଫ ହୋଇଥିଲ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons