ଆଇଆଇସି କରୋନା ଆକ୍ରାନ୍ତ: ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

Get real time updates directly on you device, subscribe now.

ଆଠଗଡ଼,(ବି.ବି.ନୁ୍ୟଜ୍): କଟକ ଜିଲ୍ଲା ଆଠଗଡ଼ ସବ୍ଡିଭିଜନ ଅଧୀନ ଏକ ଥାନାର ଆଇଆଇସି କରେନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ସମ୍ପୃକ୍ତ ତାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏନେଇ ଆଠଗଡ଼ ଏସଡିପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି । ଏଥିସହ ଏହି ଥାନାର ଆଉ ୭ରୁ ୮ କର୍ମଚାରୀ ଜ୍ୱରରେ ପୀଡିତ ଥିବା ସୂଚନା ମିଳିଛି । ତେଣୁ ଥାନାର ମୋଟ ୨୨ କମର୍ଚାରୀଙ୍କ ସ୍ୱାବ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଛି । କାଲିଠୁ ଥାନା ଭିତରେ ସମସ୍ତ କର୍ମଚାରୀ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons