ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରିବାରେ ପୋଲିସକୁ ସହଯୋଗ କଲେ ସ୍ଥାନୀୟ ଲୋକ

Get real time updates directly on you device, subscribe now.

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲାଲଗଡ କୁହାଯାଉଥିବା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ ଏକ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ।
ଦୀର୍ଘ ଛଅ ମାସ ଧରି ଘାଟିରେ ଆତଙ୍କରାଜ ଚଳାଇ ମୋଟର ସାଇକେଲ ଆରୋହୀଙ୍କ ଠାରୁ ମୋଟର ସାଇକେଲ,ଟଙ୍କା, ସୁନା ଛଡାଇ ମାରପିଟ କରିବା ନେଇ ଅଭିଯୋଗ ହୋଇଥିଲା ।ଲୋକେ ଭୟରେ ସଂପୃକ୍ତ ଅଞ୍ଚଳକୁ ଯାଉନଥିଲେ । ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।ଡକାୟତି ଘଟଣାରେ ଛଅ ଜଣ ଜିଲ୍ଲା ବାହାରର ଡକାୟତଙ୍କୁ ଗିରଫ କରିବାରେ ସ୍ଥାନୀୟ ଲୋକେ ପୋଲିସ୍ କୁ ସହଯୋଗ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons