ଆବାସିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ

Get real time updates directly on you device, subscribe now.

କୋରାପୁଟ : ଗର୍ଭବତୀ ହେଲେ ଆବାସିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ।ଏମିତି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଏକ ଆବାସିକ ସ୍କୁଲରୁ।ଅଭିଯୋଗ ପାଇବା ପରେ ସଂପୃକ୍ତ ଛାତ୍ରୀଙ୍କୁ ଭେଟିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା।
ଛାତ୍ରୀ ଜଣଙ୍କ ୩ ମାସର ଗର୍ଭବତୀ ଥିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଏ ନେଇ ଥାନାରେ ଏତଲା ଦେବାକୁ ନିଷ୍ପତ୍ତି ନେଇଛନ୍ତି DCPO.ତେବେ ଛାତ୍ରୀ ଦଶହରା ଛୁଟିରେ ଘରକୁ ଯାଇଥିଲେ ଓ ସେଠାରେ ହିଁ ସେ ଗର୍ଭବତୀ ହୋଇଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons