ଇଏ ସେଲଫିସ୍ ଦିଲ୍

Get real time updates directly on you device, subscribe now.

ରିଲିଜ୍ ପାଇଁ ରେଡି ପଂଚବଟୀ ସିନେ କ୍ରିଏସନ୍ ନିବେଦିତ ‘ସେଲ୍ଫିସ୍ ଦିଲ୍’ । ଏହା ଜରିଆରେ ଓଲିଉଡରେ ପଦାର୍ପଣ କରୁଛନ୍ତି ନବାଗତ ଶ୍ରେୟାନ୍ । ତାଙ୍କ ବିପକ୍ଷରେ ଅଛନ୍ତି ଚୁଲବୁଲି ସୂର୍ଯ୍ୟମୟୀ । ଭେଟେରାନ୍ ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ହେମନ୍ତ ନାୟକ । ସୌମିତ୍ରୀ ପଲାଇ ସଙ୍ଗୀତ ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ । କ୍ୟାମେରାରେ ଅଛନ୍ତି ଧ୍ରୁବାନନ୍ଦ ପଣ୍ଡା ଓ ଫାଇଟ୍ରେ ଜୁଡୋ ରାମୁ । ଫିଲ୍ମରେ ବିଜୟ ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଉଥିବାବେଳେ ଅନ୍ୟାନ୍ୟ ଚରିତ୍ରରେ ମୁନ୍ନା ଖାନ୍, ପପି ସନ୍ତୁକା, ସଲିଲ ମିତ୍ର, କେ.କେ, ଗୁ‡ୁ, କାଳୀ ଓ ଅମର ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ପାରିବାରିକ ପୃଷ୍ଠଭୂମି ଓ ନିଆରା ପ୍ରେମକାହାଣୀକୁ ନେଇ ଚଳଚ୍ଚିତ୍ରଟି ରୁଦ୍ଧିମନ୍ତ ହୋଇଛି । ଲଭ୍, ରୋମାନ୍ସ, ଆକ୍ସନ୍ ଓ ଇମୋସନ୍ ସାଙ୍ଗକୁ ଜବରଦସ୍ତ ଡ୍ୟାନ୍ସ, ଡ୍ରାମା ଓ ଡାଏଲଗ୍ ବି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons