ଏଟିଏମ୍ ଭାଙ୍ଗି ୨୭ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ଢେଙ୍କାନାଳ : ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଏହି ଏସବିଆଇ ଏଟିଏମରୁ ଲୁଟ୍ ହୋଇଥିବା ଜଣାପଡିଛି । ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା ଏହି ଏଟିଏମକୁ ଗତ ରାତ୍ରିରେ ଭାଙ୍ଗି ଦୁର୍ବୁତ୍ତ ମାନେ ଲୁଟ୍ କରିଛନ୍ତି । ଖବର ପାଇ ମୋଟଙ୍ଗା ପୁଲିସ ଓ ଢେଙ୍କାନାଳ ଏସପି ଦାୟିତ୍ୱରେ ଥିବା ଅନୁଗୁଳ ଏସପି ଜଗମୋହନ ମିନା ଘଟଣା ସ୍ଥଳରେ ପହଁଞ୍ଚି ଯାଞ୍ଚ କରିଛନ୍ତି । ଅନୁସନ୍ଧାନୀ କୁକୁର ଓ ଫରଣସିକ ଟିମ ମାଧ୍ୟମରେ ଛାନ ଭିନ ଚାଲିଛି । ତେବେ ଲୁଟେରାମାନେ ଏହି ଏଟିଏମରୁ ୨୬ଲକ୍ଷ ଟଙ୍କା ଲୁଟିନେଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons