ଏଲ୍ଜି ବିଶ୍ୱକପ୍ ଅଫର: କଟକ ଗ୍ରାହକ ଜିତିଲେ ସାଉଣ୍ଡ୍ ସିଷ୍ଟମ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ବିଶ୍ୱକପ୍ ଅଫର୍ର ଅଂଶବିଶେଷ ଏଲ୍ଜି ପକ୍ଷରୁ ‘ୱିନ୍ ଏଭ୍ରି ଆୱାର୍ ଉଇଥ୍ ଏଲ୍ଜି’ ଘୋଷଣା କରାଯାଇଛି । ଏହା ମା୍ମମରେ ଏଲ୍ଇଡି କିଣି ଗ୍ରାହକ ପ୍ରତି ଘଣ୍ଟାରେ ଆୟୋଜନ କରାଯାଉଥିବା ଲକି ଡ୍ରରେ ଅଂଶଗ୍ରହଣ କରୁଛନ୍ତି । ସମଗ୍ର ଦେଶରେ ଚାଲୁ ରହିଥିବା ଏହି ଅଫର ଜରିଆରେ ଦୈତାରି ବିଶ୍ୱାଳ ଏକ ୩୨ ଇଞ୍ଚ ଏଲ୍ଇଡି କିଣି ରାଜ୍ ଇଲେକ୍ଟ୍ରୋନିକ୍ସ କଟକ ଷ୍ଟୋରରୁ ୪୯୯୦ ଟଙ୍କାର ଏକ ଏଲ୍ଜି ଏକ୍ସ ବୁମ୍ ଏଲ୍କେ୭୨ ବି ସାଉଣ୍ଡ୍ ସିଷ୍ଟମ୍ ଜିତିଛନ୍ତି ।
ଏହି ଅଫର ମାଧ୍ୟମରେ ଗ୍ରାହକ ଏଲ୍ଜିରୁ ଆକର୍ଷଣୀୟ ଉପହାରମାନ ଜିତୁଛନ୍ତି । ସାପ୍ତାହିକ ଲକି ଡ୍ର ବ୍ୟବସ୍ଥା ମଧ୍ୟ ରହିଛି, ଯେଉଁଥିରେ ଭାଗ ନେଇ ଗ୍ରାହକ ଆକର୍ଷଣୀୟ ଉପହାର ପାଇପାରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons