ଏସ୍‌ବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା

Get real time updates directly on you device, subscribe now.

ଯାଜପୁର : ଯାଜପୁର ଟାଉନ୍ ସ୍ଥିତ ଅମ୍ବିକାଇ ଛକରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଭାଙ୍ଗି ଲୁଟିନେଲେ ଲୁଟେରା । ଏଟିଏମ୍ ରୁ ମୋଟ୍ ୨୫, ୨୭, ୬୦୦ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଯାଜପୁର ଏସପି ଚରଣ ସିଂ ମୀନା ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ କଟକ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଏବଂ ପୋଲିସ ଡଗ୍ ସ୍କ୍ବାଡ୍ ପହଞ୍ଚି ତନାଘନା ଆରମ୍ଭ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons