ଓଡ଼ିଶାରେ ଚାଲିବ କୁ୍ୟଜ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଓଡ଼ିଶାରେ ଚାଲିବ କୁ୍ୟଜ୍ । ଚିଲିକା, ହୀରାକୁଦ ଜଳଭଣ୍ଡାର, ମହାନଦୀ , ଭିତରକନିକା ଏବଂ ସାତକୋଶିଆ ଗଣ୍ଡରେ କୁ୍ୟଜ୍ ଚଲାଇବା ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତାବ ଆଣିଛି । ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବାକୁ ଏଭଳି ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି । ଏହି ସବୁ ସ୍ଥାନରେ କେବଳ ଦିନରେ ହିଁ କୁ୍ୟଜ୍ ଚଳାଚଳ କରିବ । ଜୁଲାଇ ୧୦ ସୁଦ୍ଧା ବିଭିନ୍ନ କୁ୍ୟଜ୍ ପରିଚାଳକଙ୍କଠାରୁ ଏନେି ପ୍ରସ୍ତାବ ଆଗତ କରାଯିବ । ଏହାପରେ ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ସହ କେଉଁ ଅଞ୍ଚଳରେ କେତେ କୁ୍ୟଜ୍ ଚାଲିବ ସେ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons