ବୈଶାଳୀ ପ୍ରଡକ୍ସନ ଦ୍ୱିତୀୟ ସିନେମାରେ ଓଲିଉଡ ପାଇଁ ନେଇ ଆସିଛି ‘ଗରମ୍ ମସଲା’ । ଏଥିରେ ପ୍ରମୁଖ ଭୂମିକାରେ ପ୍ରୀତ୍, ସୁମନପ୍ରିୟା ଏବଂ ଅନନ୍ୟା ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରର କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ସୁଧୀର କୁମାର ରହିଥିବାବେଳେ ସ୍କ୍ରିପ୍ଟ ଲେଖିଛନ୍ତି ଅଜୟ ସାମଲ । ସଙ୍ଗୀତ ନିର୍ଦ୍ଦେଶନାରେ ଅଭିଜିତ୍ ମଜୁମ୍ଦାର୍ ଏବଂ ସମ୍ପାଦନାରେ ସୁକୁମାର ମଣି ରହିଛନ୍ତି । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଆଶୁତୋଷ ଦାସ(ବାବୁ ଦା’) ।
Comments are closed, but trackbacks and pingbacks are open.