କଟକରେ ସବୁ ମଦ ଦୋକାନ ବନ୍ଦ ରଖିବାକୁ ନିଦେ୍ର୍ଧଶ ଦେଲେ ଜିଲ୍ଲାପାଳ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ସାରା ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାକୁ ଲାଗିଛି । ତେଣୁ କଟକରେ ସବୁ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଦେ୍ର୍ଧଶ ଦେଇଛନ୍ତି । ସରକାରଙ୍କ ପରବର୍ତ୍ତୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ମଦ ଦୋକାନ ଗୁଡିକ ସିଲ୍ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହ ପ୍ରତି ମଦ ଦୋକାନର ଷ୍ଟକ୍ କେତେ ଅଛି ତାହା ମଧ୍ୟ ରେକର୍ଡ କରବା ପାଇଁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଅଧିକାଂଶ ମଦ ଦୋକାନ ଲକ୍ଡାଉନ୍ ସମୟରେ ବନ୍ଦ ଥିବା ସତ୍ତେ୍ ଚୋରାରେ ଲକ୍ଷ ଲକ୍ଷ ଟଙ୍କାର ମଦ ବିକ୍ରି ହେୁଥିବା ଅଭିଯୋଗ ସାମ୍ନାକୁ ମଧ୍ୟ ଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons