କରୋନା ଆକ୍ରାନ୍ତ ୨ ଜଣ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ବର: କରୋନା ଆକ୍ରାନ୍ତ ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ ଟେଲିଫୋନରେ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଆକ୍ରାନ୍ତ କରୋନା ଯୋଦ୍ଧାଙ୍କ ସହିତ ମଧ୍ୟ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ହସ୍ପିଟାଲରେ ବ୍ୟବସ୍ଥା ନେଇ ମଧ୍ୟ ଆକ୍ରାନ୍ତଙ୍କ ସହିତ କଥା ହୋଇଛନ୍ତି । ବରିଷ୍ଠ ଅଧିକାରୀ ମାନେ ନିୟମିତ ଭାବେ କରୋନା ଯୋଦ୍ଧା ଓ ଆକ୍ରାନ୍ତଙ୍କ ସହିତ କଥାବାର୍ତ୍ତା ହୋଇ ଫିଡବ୍ୟାକ୍ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons