କାଠ ଫାଳିଆରେ ପିଟିପିଟି ହତ୍ୟା ! ଅଭିଯୁକ୍ତ ଫେରାର

Get real time updates directly on you device, subscribe now.

ରାଉରକେଲା : ଷ୍ଟିଲ ସିଟିରେ ହତ୍ୟାକାଣ୍ଡ । କାଠ ଫାଳିଆରେ ପିଟି ପିଟି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ସାଗର ରାୟ ବୋଲି ଜଣାପଡିଛି । ରାଉରକେଲା ଟ୍ରାଫିକ ଗେଟ୍‌ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ବଟି ଆଦାୟକୁ ନେଇ ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି । ସେହିପରି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି । ଗୁରୁତର ଥିବା ଯୁବକ ଆକାଶ ସେଠୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ସେପଟେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ମାରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons