ବରଗଡ : କାର୍ ଭିତରୁ ମିଳିଲା ଟଙ୍କା । ବିଜେପୁର ଉପନିର୍ବାଚନ ପାଇଁ ଟଙ୍କା ବାଣ୍ଟିବାକୁ ନିଆଯାଉଥିବା ଅଭିଯୋଗ ହୋଇଛି । ଗାଈସିଲେଟ ବ୍ଲକ୍ ବ୍ରାହ୍ମଣୀମାଳ ଗାଁ ନିକଟରୁ ମିଳିଛି ଟଙ୍କା ।
ଟଙ୍କା ଯାଉଥିବା କାର୍କୁ ଅଟକ ରଖିଲେ ସ୍ଥାନୀୟ ଲୋକେ । ଗାଡି ଛାଡି ଫେରାର୍ ହୋଇଗଲେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି । ଘଟଣାସ୍ଥଳରେ ପହଞ୍ଚି ସ୍ବତନ୍ତ୍ର ସ୍କ୍ବାଡ୍ର ତନାଘନା ଜାରି ରହିଛି ।


Comments are closed, but trackbacks and pingbacks are open.