କେଜି-ଡି୬ ବ୍ଲକ୍ରେ ନିକୋର ୧୦% ଅଂଶଧନ କିଣିଲେ ରିଲାଏନ୍ସ, ବିପି

Get real time updates directly on you device, subscribe now.

ନୂଆଦିଲ୍ଲୀ: କେଜି-ଡି୬ ବ୍ଲକ୍ରେ କାନାଡ଼ା କମ୍ପାନି ନିକୋ ରିସୋର୍ସେସ୍ର ଥିବା ଅଂଶଧନରୁ ୧୦% ହାସଲ କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ଏବଂ ବ୍ରିଟେନ୍ର ବିପି । ଉକ୍ତ ଗ୍ୟାସ୍ କ୍ଷେତ୍ର ବିକାଶ ଖର୍ଚ୍ଚ ବାବଦରେ ଏହାର ଅଂଶ ପୈଠ କରିବାରେ କମ୍ପାନି ଖିଲାପ କରିବାରୁ ଏହାଠାରୁ ୧୦% ଅଂଶଧନ ଅକ୍ତିଆର କରିନେଇଛନ୍ତି ଉଭୟ ସଂସ୍ଥା । ଏଥିପାଇଁ ତୈଳ ମନ୍ତ୍ରାଳୟ ‘ନିଃସର୍ତ୍ତ’ ମଞ୍ଜୁରି ଦେଇଥିବା ଜଣାପଡ଼ିଛି । ବଙ୍ଗୋପସାଗରରେ ଥିବା କେଜି-ଡିଡବ୍ଲୁ୍ୟଏନ୍-୯୮/୩ ଅଥବା କେଜି-ଡି୬ ବ୍ଲକ୍ରେ ରିଲାଏନ୍ସ, ବିପି ଏବଂ ନିକୋ ନିବେଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons