କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ଦଲାଲ ଗିରଫ

Get real time updates directly on you device, subscribe now.

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ ଜଣ ଦଲାଲଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ଟାଉନ୍ ପୋଲିସ ଜ୍ଝ ମେଡିକାଲ ପରିସରରେ ରୋଗୀମାନଙ୍କୁ ନର୍ସିଂହୋମକୁ ଯିବା ପାଇଁ ପ୍ରବର୍ତ୍ତାଇବା ଓ ବାହାରୁ ଔଷଧ କିଣିବା ପାଇଁ କହୁଥିବାବେଳେ ଏମାନେ ପୋଲିସ ହାତରେ ଧରା ପଡିଥିଲେ ଜ୍ଝ
ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ପୁରୁଷ ଅଛନ୍ତି ଜ୍ଝ ତେବେ ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ଟାଉନ୍ ଥାନା ଅନ୍ତର୍ଗତ ବଡହାଟ ଓ ଚାଟରା ପାଟଣାର ହୋଇଥିବାବେଳେ ଅନ୍ୟ ଜଣେ ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମର ବୋଲି ପୋଲିସ କହିଛି ଜ୍ଝ ଗିରଫ ଦଲାଲମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons