କୋରାପୁଟ ଗସ୍ତରେ ଡିଜି ଅଭୟ

Get real time updates directly on you device, subscribe now.

କୋରାପୁଟ : କୋରାପୁଟରେ ଡିଜିପି ଅଭୟ । ଡିଜି ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ବରିଷ୍ଠ ଅଧିକାରୀଙ୍କ ସହ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ଡିଜିପି ଅଭୟ ।
ଦକ୍ଷିଣ ପଶ୍ଚିମାଂଚଳର ୬ ଜଣ ଝଚଙ୍କ ସହ ନକ୍ସଲ ଓ ଅନ୍ୟ ସମସ୍ୟା ନେଇ ଆଲୋଚନା । BSF ଓ CRPF ଯବାନ ବି ଏହି ବୈଠକରେ ସାମିଲ ହୋଇଛନ୍ତି । ଗୋଇନ୍ଦା ବିଭାଗ ଆଇଜି ଆର.କେ ଶର୍ମା, ଆଇ ଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲୁର ଡି.ଆଇ.ଜି ଅନିରୁଦ୍ଧ ସିଂ, ଏଡିଜି ଆଇନ ଶୃଙ୍ଖଳା ଡି ଏସ କୁଟ୍ଟେ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ବୈଠକରେ ସାମିଲ ହୋଇଛନ୍ତି । ମାଓଦମନ ଅଭିଯାନ ଜୋରଦାର କରିବା ସହ ଆଇନ ଶୃଂଖଳା ନେଇ ଆଲୋଚନା ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons