ଖଡଗପୁର ରେଳ ଷ୍ଟେସନରୁ ବ୍ରାଉନସୁଗାର ବେପାରୀକୁ ଗିରଫ କଲା ରେଳବାଇ ପୋଲିସ

Get real time updates directly on you device, subscribe now.

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଜନୈକ ବ୍ରାଉନସୁଗାର ବେପାରୀକୁ ଖଡଗପୁର ରେଳ ଷ୍ଟେସନରୁ ଗିରଫ କରିଛି ରେଳବାଇ ପୋଲିସ ।
ଯୁବକ ଜଣକ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଶେଖ ରଫିବୁଲ ବୋଲି ଜଣାପଡିଛି । ଯୁବକ ଜଣକ ୩ଶହ ଗ୍ରାମର ବ୍ରାଉନସୁଗାର ନେଇ ଜଳେଶ୍ବର ଅଭିମୁଖେ ଆସୁଥିବା ବେଳେ ରେଳବାଇ ପୋଲିସ ହାତରେ ଧରାପଡିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons