ଖଡ଼ିଆଳକୁ ପହଞ୍ଚିଲା ୩୫ଟି ଅକ୍ସିଜେନ ସିଲିଣ୍ଡର

Get real time updates directly on you device, subscribe now.

ଖଡିଆଳ : ଖଡିଆଳକୁ ପହଞ୍ଚିଲା ୩୫ଟି ସିଲିଣ୍ଡର । ନୂଆପଡା ଜିଲ୍ଲା ପ୍ରେସ କ୍ଲବ ଉଦ୍ୟମରେ କ୍ରାଇପୋ ରିଲିଫ ଇଣ୍ଡିଆ, ଭୋଲେଂଟିଅର କୋଭିଡ ରୁରାଲ ଓ ୟୁନାଇଟେଡ ୱେ, ବେଙ୍ଗଲୁରୁ ନାମକ ୩ଟି ଅନୁÂାନର ସହାୟତାରେ ଅrିଜେନ ସିଲିଣ୍ଡର ପହଞ୍ଚିଛି । ଏହାକୁ ଜିଲ୍ଲାର ୧୭ଟି ପିଏଚସିକୁ ଦିଆଯିବ । ବୋଡେନ ବ୍ଲକର ଭଇସାଦାନୀ ଓ କୋମନା ବ୍ଲକ ସୁନାବେଡା ଭଳି ଅଗ୍ୟମ୍ୟ ଦୁର୍ଗମ ଅଂଚଳରେ ଥିବା ପିଏଚସି୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯିବ ବୋଲି ପ୍ରେସକ୍ଲବ ସଭାପତି ଅଜିତ ପଣ୍ଡା, ସମ୍ପାଦକ ତପନ ଦାଶ ପ୍ରକାଶ କରିଛନ୍ତି । ଶନିବାର ପ୍ରଥମ କରି ୩୫ ଅrିଜେନ ସିଲିଣ୍ଡର ଆସିଛି । ଏହାକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons