
ଚଣ୍ଡିଖୋଲ: ପବିତ୍ର ମହାଶିବରାତ୍ରୀ ଅବସରରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ଜାଗରରେ ନାଗନାଗୁଣୀ ଖେଳ ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ମନ୍ଦିର ନିକଟରେ ଦୁଇଟି ନାଗନାଗୁଣୀ ଖେଳୁଥିବା ଦେଖିବାକୁ ମିଳିଥିଲା । କରୋନା କଟକଣା ପାଇଁ ମନ୍ଦିରରେ ୧୪୪ଧାରା ଜାରି ହୋଇଥିବା ବେଳେ ଏଭଳି ଦୃଶ୍ୟ ଦେଖି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ନାଗ-ନାଗୁଣୀ ଦୁଇଟି ଏଭଳି ଦୀର୍ଘ ସମୟ ଖେଳୁଥିବା ଦେଖିବାକୁ ମିଳିଥିଲା ।
Comments are closed, but trackbacks and pingbacks are open.