ଖୋର୍ଦ୍ଧା: ବୋମାମାଡ କରି ଡକାୟତି। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଦିନିଆରି ଗାଁର ଘଟଣା ଗାଁରେ ପଶି ବୋମାମାଡ କରି ଲକ୍ଷାଧିକ ଟଙ୍କା ଲୁଟ୍।
୧୦ରୁ ୧୨ ଦୁର୍ବୃତ୍ତ ଗାଁରେ ପଶିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗାଁର ଯୋଗିନାଥ ମହାରଣାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୋଗିନାଥ ଆହତ ହୋଇଛନ୍ତି।
Comments are closed, but trackbacks and pingbacks are open.